ଓଡିଶା ଚିତ୍ର ମାଲିକ ସଂଘର ୧୧୬ତମ ଅଧିବେଶନ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ଗୋଷାଣୀ ନୁଆଗାଁ ଅନ୍ତର୍ଗତ ମାଁ କାଳୁଆ କଲ୍ୟାଣୀ ମଣ୍ଡପ ଠାରେ ସଭାପତି ଶ୍ରୀ ଦ୍ୱିଲ୍ଲୀପ କୁମାର ସାମନ୍ତରାଙ୍କ ଅଧକ୍ଷତାରେ ଓଡିଶା ଚିତ୍ର ମାଲିକ ସଂଘର ୧୧୬ ତମ ଅଧିବେଶନ ଅନୁଷ୍ଠିତ ହୋଇସାରିଛି । ବୈଠକରେ ସଂପାଦକ ଦୂର୍ଗାପ୍ରସାଦ ଆଚାର୍ଯ୍ୟ ବୈଠକରେ ସମ୍ୟକ ସୂଚନା ଦେଇଥିଲେ ।ସଫଳତାର ସହିତ ବ୍ରହ୍ମପୁର ମାଲିକ ମାନେ ବହୁ ଆଡମ୍ବରରେ ଯାତ୍ରା କରିଛନ୍ତି । ଏହା ସହ ଖଲ୍ଲୀକୋଟ ନାଚପାର୍ଟି ବାକିଥିବା ଅର୍ଥ ପୈଠ କରିଛନ୍ତି । ଏତତ ବ୍ୟତୀତ ନାଟ୍ୟ ସଂଘର ସମସ୍ତ ବିଲ କାଟି ପ୍ରୋଗ୍ରାମ କରିବାକୁ ନିର୍ଦେଶ ଦେଇଛନ୍ତି ।ସଂଘ ପରିବାର ନଥିବା ନାଟକ ପାଟିଁ ମାନଙ୍କ ଠାରୁ ନାଟକ ପ୍ରୋଗ୍ରାମ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ପୈାରାଣିକ ନାଟକ ଗୁଡିକରେ ଅଶ୍ଲୀଳ ବେଶ ଉପରେ ପରିବେଶଣ କରି ସମାଜକୁ କଳୁଷିତ ନକରିବା ପାଇଁ ଅନୁରୋଧ କରାଯାଇଥିଲା । ବୈଠକରେ ଲୋକସଂପର୍କ ଅଧିକାରୀ ଶ୍ରୀ ସୁଦିପ୍ତ କୁମାର ସାହୁ ସଂଘର କର୍ମକତ୍ତା ମାନଙ୍କୁ ଦେବା ସହ ଶେଷରେ ସଂପାଦକ ଶ୍ରୀ ନବ କିଶୋର ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ