ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ଶନିବାର ଗୋକୁଳ ଧାମରେ ଦିବ୍ୟଜୀବନ ସଂଘ ଗୋସାଣୀନୂଆ ଗାଁ ଭକ୍ତ ମାନଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ ପରେ ପୂଜାରୀ ପ୍ରଦିପ୍ତ ପାତ୍ର ଭାଗବତ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ରାଉତ,ସହଦେବ ପାତ୍ର,ଅଭୟ ପ୍ରଧାନ ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ । ଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା ।