ପୋଖରିରେ ପଶିଗଲା ଭ୍ୟାନ୍ :୪ ଉଦ୍ଧାର

ଉଦଳା : ବେଶ୍ ହସ ଖୁସୀର ସହ ଘରୁ ବାହାରିଥିଲେ ଶିବ ଦର୍ଶନ ପାଇଁ କିନ୍ତୁ କୈାଣସି କାରଣରୁ ହଠାତ  ରାସ୍ତା କଡରେ ଥିବା ଏକ ପୋଖରୀକୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା କାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅଂଚଳରେ । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ସଂଗେ ସଂଗେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀର ସହୟତାରେ ୪ ଜଣଙ୍କୁ ଉଦ୍ଧାର କରାଯାଇଛି ।କାହାର ମଧ୍ୟ କୈାଣସି କ୍ଷତି ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ