ସେପ୍ଟିସେମିଆ କଣ

(ଯୁଗାଦ୍ଦ ନ୍ୟୁଜ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମୁତାବକ ସେପ୍ଟି ସେମିଆ ଏମିତି ଏକ ସଂକ୍ରମଣ ଯାହା ମଣିଷର ରୋଗ ପ୍ରତିରୋଧକ ଶକ୍ତି କମିଗଲେ ସକ୍ରିୟ ହୋଇଯାଇଥାଏ । ସେପ୍ଟିସେମିଆ ହେଲେ ପ୍ରାଥମିକ ସମସ୍ୟା ହାଲୁକା ଲାଗିପାରେ । ଆଙ୍ଗୁଠିରେ ହାଲୁକା କ୍ଷତ ହେବା କିମ୍ବ କଟିଯିବା ଭଳି ଲକ୍ଷଣ ଦେଖାଯାଇଥାଏ । ରୋଗ ଚିହ୍ନଟ କଷ୍ଟସାଧ୍ୟ: ସେପ୍ଟିସେମିଆ କାହିଁକି ହୁଏ, ଏହା ପ୍ରକୃତ କାରଣ କ’ଣ ଜଣାପଡେ ନାହିଁ । ମାତ୍ର ଏହାର ପ୍ରଭାବ ଦେଖିବା ପରେ ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଇଥାଏ । ସେପ୍ଟିସେମିଆ ରୋଗକୁ ଚିହ୍ନଟ କରିବା ମଧ୍ୟ କଷ୍ଟ ସାଧ୍ୟ । କାରଣ ପ୍ରାଥମିକ ଅବସ୍ଥାରେ ସାଧାରଣ ଲକ୍ଷଣ ଦେଖାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ