ଗଞ୍ଜାମ ସୁନପୁର ଫେରୁଥିବା ସମୟରେ ଦୁର୍ଘଟଣା ରେ ମୃତ୍ୟୁ 29/02/202029/02/2020 YWPSENU3 0 Comments ସୁନପୁର ଫେରୁଥିବା ସମୟରେ ଦୁର୍ଘଟଣା ରେ ମୃତ୍ୟୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଗୋଶାଣିନୁଆଗାଁ ଶାଖା ର ବର୍ତ୍ତମାନର ମେନେଜର ଭଗବାନ ସାହୁଙ୍କ ଗୋଳନ୍ଥରା ଥାନା ନିକଟ ଦ୍ଭସଗ୍ଦଗ୍ଧ କଲେଜ ସମ୍ମୁଖରେ ଦୁର୍ଘଟଣାରେ ମୃତ୍ୟୁ । ତାଙ୍କୁ ୫୪ ବର୍ଷ ହୋଇଥିଲା । ମୋଟର ସାଇକେଲ ରେ ସେ ପଛପଟେ ବସିଥିବା ବେଳେ କୋଣସି ଏକ ଅଜଣା ଗାଡି ଧକା ଦେଇଥିବା ସୁଚନା Spread the love