ଦୁର୍ବୁତ୍ତଙ୍କ ଆକ୍ରମରେ ଟୁଟୁହାତି ଆହାତ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ ) : ବଡ ବଜାର ଥାନା ଅନ୍ତର୍ଗତ ଗୈାଡ ସାହିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଈଛି । ଦୁବୁତ୍ତଙ୍କ ଆକ୍ରମଣରେ ଟୁଟୁହାତି ନାମକ ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି । ଆହାତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବଡ ମେଡିକାଲରେ ଭର୍ତ୍ତିକରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତା ଓ ରାଜନୈତିକ ହିଂସା କାରଣରୁ ଏହି ଭଳି ଘଟଣା ଘଟିଥିବ ବୋଲି ଅନୁମାନ୍ କରାଯାଉଛି ।