ସାନିଟାଇଜ ହୋଇ ପୈାରକର୍ମଚାରୀ ରାସନ ଓ ଭତ୍ତା ବଂଟନ କରୁଛନ୍ତି

କେନ୍ଦ୍ରାପଡା : ପୈାରସଂସ୍ଥାର କର୍ମଚାରୀମାନେ ନିଜ ହାତକୁ ସାନିଟାଇଜ କରିବା ପରେ ଓ ମାସ୍କ ପିନ୍ଧି ଘରକୁ ଘର ଯାଇ ଭତ୍ତା ହିତାଧିକାରୀମାନଙ୍କୁ ଭତ୍ତା ବଂଟନ କରୁଥିବା ବେଳେ ରାସନ ସାମଗ୍ରୀ ମଧ୍ୟ ବଂଟନ କରୁଥିବାର ଦେଖାଯାଇଛି । ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚାଲିଥିବା ସମସ୍ତ ସେବା କାର୍ଯ୍ୟକୁ ପୈାର କର୍ମଚାରୀ ବିଜୟ କୁମାର ମିଶ୍ର, କ୍ଷିରୋଦ ଚନ୍ଦ୍ର ପାତ୍ର, ସଞ୍ଜୀବ ମହାନ୍ତି, ଗଣେଶ ଚନ୍ଦ୍ର ପାତ୍ର, ଅସୀତ ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ