ଆଜି ବିଶ୍ୱ ପରିବେଶ ଦିବସ ମାନବ ସମାଜ ପାଇଁ ଏକ ଆହ୍ୱାନ

ପ୍ରତିବର୍ଷ ଭଳି ଜୁନ ୫ ତାରିଖ କୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି । ଆମ ଚତଃୁପାଶ୍ୱର୍ କୁ ଘେରି ରହିଥିବା ଘେରି ରହିଥିବା ବାୟୁ ମଣ୍ଡଳ ଦିନ କୁ ଦିନ ପ୍ରଦୂଷିତ ହେବରେ ଲାଗିଛି । ମନୁଷ୍ୟ ନିଜର ସୁବିଧା ପାଇଁ ଦିନ କୁ ଦିନ ପ୍ରଦୂଷିତ କରିବାରେ ଲାଗିଛି । ବାୟୁ ପ୍ରଦୂଷଣ ହେବା ଦ୍ୱାରା ଦିନ କୁ ଦିନ ତାପମାତ୍ରା ରେ ଅସ୍ୱାଭିକ ଭାବେ ପରିବର୍ତ୍ତନ ହେଉଛି । ପରିବେଶ କହିଲେ ଆମେ ସାଧାରଣତଃ ଆମ ଚାରି ପାଖରେ ଥିବା ଗଛଲତା ବାୟୁମଣ୍ଡଳ ମନୁଷ୍ୟକୃତ ଆବରଣ କୁ ପରିବେଶ କୁହାଯାଏ । ଦିନ କୁ ଦିନ କର୍ମବର୍ଦ୍ଧିଣ୍ଣୁ ଜନ ସଂଖ୍ୟା ର ବୃଦ୍ଧି ବହୁଳ ପରିମାଣ ରେ କଳ କାରଖାନା ଗଢି ଉଠିବା ଗାଡି ଓ ମୋଟର ର ବହୁଲ ବ୍ୟବହାର ହେବା ଦ୍ୱାରା ପରିବେଶ ଦିନ କୁ ଦିନ ଅବକ୍ଷୟ ହେବାରେ ଲାଗିଛି । ଦିନ କୁ ଦିନ ଅଙ୍ଗାରକାମ୍ଳ ଗ୍ୟାସ ବଢିଯିବା ଦ୍ୱାରା ଏହା ମାନବ ସମାତ ପାଇଁ ବହୁ ବିପଦି ଆଣିଦେଉଛି । ଗ୍ଲୋବାଲୱାରମିଙ୍ଗ ଯୋଗୁଁ ପରିବେଶ ର ସନ୍ତୁଳନ ହୋଇପାରୁ ନାହିଁ । ଇତିହାସ କହେ ମିଳିତ ଜାତିସଂଘ ର ୧୯୭୧ ମସିହା ୫ ତାରିଖରୁ ୧୬ ଜୁନ ଚାଲିଥିଲ ପରିବେଶ ସଂକ୍ରାନ୍ତିୟ ପ୍ରଥମ ଅଧିବେଶନ । ପ୍ରତିବର୍ଷ ଏକ ନୂଆ ବିଷୟ କୁ ନେଇ ପାଳନ କରାଯାଏ ଏହି ଦିବସ । ବାୟୁ ମଣ୍ଡଳ ଦିନ କୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ମିଳିତ ଜାତିସଂଘ ର ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ ପ୍ରତିବର୍ଷ ବିଶ୍ୱ ର ତାପମାତ୍ରା ୧ଡିଗ୍ରୀ ସେଲସିୟସ ହାରରେ ବୃଦ୍ଧି ପାଉଛି । ଫଳରେ ପ୍ରତି ୧ ଘଣ୍ଟା ରେ ବାୟୁ ପ୍ରଦୂଷଣ ଜନିତ ରୋଗ ରେ ଜଣେ ଆକ୍ରାନ୍ତ ହେଉଛି ବୈଜ୍ଞାନିକ ମାନେ ପୂର୍ବନୁମାନ କଲେଣି ଯଦି ଏହି ବାୟୁ ପ୍ରଦୂଷଣ କୁ ଯଦି ରୋକା ନ ଯାଇପାରିବ ତାହା ହେଲେ ଘୋର ବିପଦି ମାଡି ଆସିବ ଏହି ଜନ ସମାଜ କୁ ଏହା ଦ୍ୱାରା ଋତୁ ଚକ୍ର ରେ ଅସ୍ୱାବିକ ପରିବର୍ତ୍ତନ ଦେଖାଯିବ । ଚଳିତ ବର୍ଷ ବିଶ ୍ୱପରିବେଶ ଦିବସ ର ବିଷୟ ବସ୍ତୁ ରହିଛି । ବାୟୁ ପ୍ରଦୂଷଣ କୁ ପ୍ରତିହତ କରିବା ଓ ଏହାକୁ ପରାସ୍ତ କରିବା ଏବେ ଠାରୁ ଯଦି ମଣିଷ ସମାଜ ସଚେତନତା ନହୁଏ ଆଗମୀ ଦିନ ରେ ସାରା ବିଶ୍ୱ ଏକ ବିଷବଳୟରେ ଲିନ ହୋଇଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ