ଆଜି ବିଶ୍ୱକପରେ ଇଂଲଣ୍ଡ ବାଙ୍ଗଲାଦେଶ ଲଢେଇ

ବିଶ୍ୱକପ ରେ ଆଜି ଇଂଲଣ୍ଡ ଭେଟୁଛି ବାଲାଂଦେଶ । କାର୍ଡିଫରେ ଖେଳାଯାଉଥିବା ଏହି ମ୍ୟାଚ ରେ ବାଲାଂଦେଶ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ବାଲାଂଦେଶ ତାର ୧୧ ଜଣିଆ ଟିମ ରେ କୌଣସି ପରିବତ୍ତନ କରିନାହିଁ ତେବେ ଇଂଲଣ୍ଡ ମୋଇନ ଅଲ୍ଲି ଙ୍କ ବଦଳ ରେ ଦୃତ ବୋଲର ଲିୟାମ ପ୍ଲଙ୍କେଟ୍ ଙ୍କୁ ଟିମ ରେ ସାମିଲ କରିଛି । ସୂଚନା ଥାଉ କି ଇଂଲଣ୍ଡ ତାର ଦ୍ୱିତୀୟ ମ୍ୟାଚରେ ପାକିସ୍ଥାନ ଠାରି ପରାସ୍ଥ ହୋଇଥିବା ବେଳେ ବାଙ୍ଗଲାଦେଶ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଉ ଜୋସ ରେ ଅଛି । ତେବେ ଦେଖିବା ଆଜିର ମ୍ୟାଚରେ କିଏ ଜିତୁଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ