ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସଟସର୍କିଟରୁ ଅଗ୍ନିକାଣ୍ଡ
ଗଞ୍ଜାମ ଜିଲ୍ଲା ସୋରଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂନ୍ଧ୍ୟା ୬ ଘଣ୍ଟ ସମୟରେ ରେ ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କେହି ଆହାତ କି ମୃତାହତ ହୋଇନଥିବା ଜଣାପଡିଛି । ସଟସର୍କିଟ ଅନ୍ତଃବିଭାଗ କେନ୍ଦ୍ରରେ ଏଭଳି ସଟସର୍କିଟ ହୋଇଥିବାର ସୂଚନା ମିଳିିଛି । ସଟ ସର୍କିଟ ପରେ ହସପିଟାଲରେ ବିଦ୍ୟୁତ ସେବା ବ୍ୟାଘାତ ଘଟିଥିବା ବେଳେ ଅନ୍ଧାରରେ ରୋଗୀ ସେବା ଚାଲିଛି ।


