ଅ।ଉଟ୍ସେ।ର୍ସିଂ କର୍ମଚାରୀଙ୍କ ପକ୍ଷରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର,( ଯୁଗାବ୍ଦ ନ୍ୟୁଜ )-ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ କାର୍ଯ୍ୟରତ ଅ।ଉଟ୍ସେ ।ର୍ସିଂ କର୍ମଚାରୀଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ତାହା ପ୍ରତିଶ୍ରୁତିରେ ହିଁ ରହିଯାଇଛି । ଗତ ଫେବୃଅ ।ରୀ ୪-୫ ଦୁଇଦିନ ଧରି କାଯର‌୍ୟରତ ଅ।ଉଟସେ ।ର୍ସିଂ କର୍ମଚାରୀ ମାନେ ୧୦ ଦଫା ଦାବି ପୂରଣ ପାଇଁ କାଯର‌୍ୟବନ୍ଦ ଅ ।ନ୍ଦେ ।ଳନ କରିଥିଲେ । ମେଡିକାଲ କର୍ତ୍ତୃପକ୍ଷ, ଉପଜିଲାପାଳ, ସଂଘର କର୍ମକର୍ତ୍ତା ଏବଂ ପେ ।ଲିସର ଉପସ୍ଥିତିରେ ଏପ୍ରିଲ ମାସ ମଧ୍ୟରେ କାଯର‌୍ୟକାରୀ କରାଯିବ ବେ ।ଲି ପ୍ରତିଶ୍ରୁତି ଦେବା ପରେ କର୍ମଚାରୀ ମାନେ ଅ ।ନ୍ଦେ ।ଳନ ପ୍ରତ୍ୟାହାର କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଦୀର୍ଘ ୩ ମାସ ଅତିକ୍ରମ କରିଥିଲେ ମଧ୍ୟ ଏହି ସ୍ୱଳ୍ପ ବେତନ ଭେ ।ଗୀ କର୍ମଚାରୀଙ୍କ ଦାବି ପୂରଣ ହେ ।ଇପାରିନାହିଁ । ଦାବିଗୁଡ଼ିକ ମଧ୍ୟରେ ରାଜ୍ୟର ଅ ।ଉଟସେ ।ର୍ସିଂ ବ୍ୟବସ୍ଥାକୁ ଉଚ୍ଛେଦ କରିବା, ଶ୍ରମ ବିଭାଗ ନିୟମ ଅନୁଯାୟୀ ପ୍ରତି ମାସରେ ଦରମା ୮୦୭୦ ଟଙ୍କା, ପ୍ରତି ମାସର ୫ ତାରିଖ ମଧ୍ୟରେ ଦରମା ପ୍ରଦାନ, ପୂର୍ବରୁ ବକେୟା ଥିବା ୧୯ ମାସର ବର୍ଦ୍ଧିତ ଦରମା ପ୍ରଦାନ କରିବା, ଟେଣ୍ଡର ପରିବର୍ତ୍ତନ ହେଲେ ମଧ୍ୟ କାଯର‌୍ୟରତ ଅ ।ଉଟସେ ।ର୍ସିଂ କର୍ମଚାରୀ  ମାନଙ୍କୁ ପୁନଃ ନିଯୁକ୍ତିରେ ପରିବର୍ତ୍ତନ ନ କରିବା, ସମସ୍ତ କର୍ମଚାରୀ  ଙ୍କୁ ଇପିଏଫ, ଇଏସଅ ।ଇ ସଠିକ୍ ଭାବେ ପ୍ରଦାନ କରିବା, ୪ ଦିନ ଛୁଟିର ଦରମା ପ୍ରଦାନ ଏବଂ ସ୍ଥାୟୀ କର୍ମଚାରୀ ଭଳି ସମସ୍ତ ସୁବିଧା ସୁଯେ ।ଗ ଯେ ।ଗାଇ ଦେବା ଇତ୍ୟାଦି ଅନ୍ତର୍ଭୁକ୍ତ । ଏ ସମ୍ପର୍କରେ କର୍ମଚାରୀ ମାନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଉପଦେଷ୍ଟା ରବି ରଥଙ୍କ ନେତୃତ୍ୱରେ ମେଡିକାଲ କଲେଜ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ୍ ଡ଼ା. ଚରଣ ପଣ୍ଡା, ପ୍ରଶାସନିକ ଅଧିକାରୀ ସୁଦାମ ଚରଣ ମଣ୍ଡଳଙ୍କୁ ଉପରେ ।କ୍ତ ଦାବିପତ୍ର ପ୍ରଦାନ ସହ ଦାବିଗୁଡ଼ିକ ସମ୍ପର୍କରେ ଅ ।ଲେ ।ଚନା କରାଯାଇଥିଲା । ମେଡିକାଲ କର୍ତ୍ତୃପକ୍ଷ ଖୁବଶୀଘ୍ର କର୍ମଚାରୀ ଙ୍କୁ ଏପ୍ରିଲ ମାସରୁ ବର୍ଦ୍ଧିତ ଦରମା, ବକେୟା ଦରମା ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ପଦକ୍ଷେପ ନିଅ ।ଯିବ ବେ ।ଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାଖା ସମ୍ପାଦକ ଲାଲୁ ମେ ।ହନ ବେହେରା, ଚନ୍ଦ୍ରୁ ପାତ୍ର, ପ୍ରକାଶ ବେହେରା, ଅ ।ନନ୍ଦ ମିଶ୍ର, ରମେଶ ରାଓ, ଗୌରହରି ମହାପାତ୍ର, ସନାତନ ନାୟକ, ଏଲ.ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ