ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଆଇନଜୀବି ଅନଙ୍ଗ ସାହୁଙ୍କ ସ୍ମୃତିଚାରଣ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପ୍ରତିଭା ପୂଜା ସଂସଦ ଓ ଜିଲ୍ଲା ବୋଇତବନ୍ଦାଣ ସମିତି ଆନୁକୁଲ୍ୟରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଆଇନଜୀବି ସୂର୍ଗତ ଅନଙ୍ଗ କୁମାର ସାହୁଙ୍କ ଉଦେଶ୍ୟରେ ଏକ ସ୍ମୃତିସଭା ସାମାଜିକ ଦ୍ୱରତା ରକ୍ଷା କରାଯାଇ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ ଆଇନଜୀବି ଅକ୍ଷୟ କୁମାର ମହାନ୍ତି, ସରୋଜରାଜ ସିଂ, ବାମପନ୍ଥୀନେତା ଗୟାଧର ଧଳ, ଯୁବନେତା ସଞ୍ଜୟ ରାଉତ, ଗୋଲଖ ଚନ୍ଦ୍ର ପଢିହାରୀ, ରଣଧିର ଜେନା, ଭରତ ଜେନା,ଗଣ ଭାଇ, ସାମ୍ବାଦିକ ପ୍ରଫୁଲ୍ଲ କୁମାର ସାହୁ, ସନ୍ତୋଷ କୁମାର କର ପ୍ରମୁଖ ଯୋଗଦେଇ ସୂର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ