କୁକୁଡାଖଣ୍ଡିରେ ସଟଡାଉନ ପରେ ଜୋରଦାର ଚେକିଂ

କୁକୁଡାଖଣ୍ଡି, (ଓ୍ୱାଇଏନ୍‌ଏସ୍‌): ୮ଟି ପଜିଟିଭ ବାହାରିବା ପରେ ସତର୍କ ହୋଇଛି ପ୍ରଶାସନ ।ପୁରା କୁକୁଡ଼ାଖଣ୍ଡିକୁ 7ଦିନ ପର୍ଯ୍ୟନ୍ତ ପୁରା ସର୍ଟଡାଉନ କରିଛି ପ୍ରଶାସନ ଏବଂ ରାମଚନ୍ଦ୍ରପୁର,ରଘୁନାଥପୁରକୁ ବଫର ଜୋନ ଭାବେ ମଧ୍ୟ ଘୋଷଣା କରାଯାଇଛି, ଆଜି ଅଗ୍ନିଶମ ବିଭାଗ ପକ୍ଷରୁ କୁକୁଡ଼ାଖଣ୍ଡି ଗ୍ରାମକୁ ବିଷୋଧକ ସିଞନ କରି ସଂପୂଣ୍ନ ସାନିଡାଇଜର କରାଯାଇଛି ।ତହସିଲ କମଚାରୀ ମୁଖ୍ୟ ରାସ୍ତା ରେ ଗାଡି ଗୁଡିକୁ ଚେକିଂ କରିବା ସହ ମାସ ନପିନ୍ଧିଥିବା ବ୍ୟକ୍ତିଙ୍କଠୁ ଫାଇନ ଆଦାୟ କରିଥିଲେ।ଗ୍ରାମ ମଧ୍ୟରେ ଲୋକେ ଏକାଠି ହୋଇ ବସିରହୁଛନ୍ତି ।ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର,ଅତିରିକ୍ତ ତହସିଲଦାର ଅମ୍ବିତ ମହାନ୍ତି ଗ୍ରାମ ରେ ଲୋକକୁଂ ସଚେତନ କରାଉଛନ୍ତି।ମୁଖ୍ୟରାସ୍ତା ସଂପୂଣ୍ନ ଶୂନଶାନ ହୋଇଯାଇଛି।ପାଣ୍ଡିଆଝୋଳି ,ମସିହାଖାଲି ଗ୍ରାମକୁ ମଧ୍ୟ ସାନିଡାଇଜର କରଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ