ପାଦେ ଅ।ଗକୁ ବଢିଲା ଖୋର୍ଦ୍ଧା ବଲାଙ୍ଗିର ରେଳପଥ

(ଯୁଗାବ୍ଦ ନ୍ରୁ୍ୟଜ୍): ଅ।ଉ ପାଦେ ଅ।ଗକୁ ବଢିଲା ଖୋର୍ଦ୍ଧା ବଲାଙ୍ଗିର ରେଳପଥ । ରେଳପଥରେ ଅ।ଜି ନୟାଗଡ ଷ୍ଟେସନ ଠାରୁ ମହିପୁରୁ ପଯ୍ୟନ୍ତ ପରିକ୍ଷା ମୁଳକ ଭାବେ ଗଡିଛି ୧୦ ବଗି ବିଶିଷ୍ଠ ଟ୍ରେନ । ପୁର୍ବରୁ ଖୋର୍ଧା ରୋଡରୁ ନୟାଗଡ ୬୬ କିଲୋମିଟର ରେଲଓ୍ଵେ ଲାଇନରେ ନିୟମିତ ରେଳ ଚଳାଚଳ କରୁଥିଲା । ଅ।ଜି ଅ।ଉ ୧୨ କିଲୋମିଟର ଦୁର ମହିପୁରୁ ପଯ୍ୟନ୍ତ ପରିକ୍ଷା ମୁଳକ ଭାବେ ଟ୍ରେନ ଗଡିଛି । ଟ୍ରେନଟି ମହିପୁରୁ ଠାରେ ପହଚିଂବା ପରେ ଟ୍ରେନକୁ ସ୍ଥାନୀୟ ଅଚଂଳର ଲୋକମାନଙ୍କ ପକ୍ଷରୁ ସ୍ଵାଗତ କରାଯାଇଥିଲା । ପରେ ଟ୍ରେନଟି ପୁଜାର୍ଚ୍ଚନା କରାଯାଇ ମହିପୁରୁ ଠାରୁ ବାହାରି ନୟାଗଡ ଷ୍ଟେସନରେ ସଫଳତାର ସହ ଅ।ସି ପହଚିଂ ଥିଲା । ରେଳ ସୁରକ୍ଷା ଅ।ୟୁକ୍ତ ଏବଂ ଅନ୍ୟ ଅଧିକାରୀ ମାନେ ପହଚିଂ ରେଳ ଚଳାଚଳର ସ୍ତିତି ଅନୁଧ୍ୟାନ କରିଛନ୍ତି । ପୁର୍ବରୁ ଗତ ୨୧ ତାରିଖରେ ପରିକ୍ଷା ମୁଳକ ଭାବେ ମହିପୁରୁକୁ ଟ୍ରେନ ଇଜିଂନ ଚଳାଚଳ କରିଥିଲା । ସ୍ଥିତି ଅନୁଧ୍ୟାନ କରି ରେଳ ଚଳାଚଳ ନେଇ ପ୍ରମାଣ ପତ୍ର ପ୍ରଦାନ କରିବା ପରେ ଅତିଶିଘ୍ର ନିୟମିତ ଟ୍ରେନ ଚଳାଚଳର ବାଟ ଫିଟିବ ବୋଲି କହିଛନ୍ତି ରେଳ ସୁରକ୍ଷା ଅ।ୟୁକ୍ତ ଅନ୍ୟପଟେ ବହୁ ବର୍ଷର ସ୍ବପ୍ନ ଆଜି ସାକାର ହୋଇଥିବାରୁ ଖୁସି ଥିବା କହିଛନ୍ତି ମହିପୁର ଅଂଚଳର ଲୋକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ