ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ

ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍): ଗାଙ୍ଗପୁରସ୍ଥିତ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୫ ତମ ପ୍ରତିଷ୍ଠା ଦିବସ ସଭାପତି ଶରତ ଚନ୍ଦ୍ର ବିଷୋୟୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଷ୍ଠା ଦିବସରେ ଅତିଥିରୁପେ ବରିଷ୍ଠ ଆଇନଜୀବି ତଥା ସଂପାଦକ ସିମାଞ୍ଚଳ ପୃଷ୍ଟି ,ଯୁଗ୍ମ ସଂପାଦକ ପ୍ରକାଶ ଚନ୍ଦ୍ର ପୃଷ୍ଠି ,ରତ୍ନାକର ନାୟକ,ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ପ୍ରତିଷ୍ଠାନ ଉପରେ ଆଲୋକପାତ କରିଥିଲେ ।ପ୍ରଧାନ ଅ ।ଚାର୍ଯ୍ୟ ସୂର୍ଯ୍ୟନାରାୟଣ ସାହୁ ,ସ୍ୱାଗତ ଭାଷଣ କରିଥô୍ଲେ ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିବସ ଶେଷରେ ବିଶ୍ୱରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ