ଖ୍ରୀଷ୍ଟିଆନ ପରିଷଦ ଓଡିଶା ଶାଖା ତରଫରୁ ଆନ୍ଦୋଳନ

ଭାରତ ସ୍ୱାଧିନ ହେବାର ଦୀର୍ଘ ୭୦ ବର୍ଷ ପରେ ମଧ୍ୟ ଖ୍ରୀଷ୍ଟିଆନ ଦଳିତ ବର୍ଗଙ୍କୁ ଅନୁସୂଚିତ ଜାତିର ମାନ୍ୟତା ମିଳିନଥିବାର ୁ ଆଜି ଶହ ଶହ ଖ୍ରୀଷ୍ଟିଆନ ପୁରୁଷ ମହିଳା ମାନେ ହାତରେ ପ୍ଲାକାଡଁ ଧରି ବ୍ରହ୍ମପୁର ଦକ୍ଷିଣାଞ୍ଚଳ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଶାନ୍ତିପୂଣ୍ଣଁ ଆନ୍ଦୋଳନ କରିଥିଲେ । ହିନ୍ଦୁ ମାନଙ୍କୁ କେବଳ ଅନୁସୂଚିତ ଜାତିର ମାନ୍ୟତା ମିଳିଥିବା ବେଳେ ଖ୍ରୀଷ୍ଟିଆନ ମାନେ କାହିଁକି ଅନୁସୂଚିତ ସାମାଜିକ ଓ ଆର୍ଥିକ ସ୍ଥିତିକୁ ନନେବା ନ୍ୟାୟ ବ୍ୟବସ୍ଥାକୁ ଖୋଲାଖୋଲି ଉଲ୍ଳଂଘନ କରୁଛି ବୋଲି ଦାବି କରିବା ସହ ସେମାନଙ୍କୁ ଅନୁସୁଚିତ ଜାତିର ମାନ୍ୟତା ଦିଆଯାଉବୋଲି ଦାବି କରିଥିଲେ । ଏହି ଆନ୍ଦୋଳନରେ ମାଲକାନଗିରି,କନ୍ଧମାଳ,ଗଞ୍ଚାମ ,ବିଭିନ୍ନ ଜିଲ୍ଲାରୁ ଶହ ଶହ ସମର୍ଥକ ଆନ୍ଦୋଳନରେ ସାମିଲ ହୋଇ ନ୍ୟାୟ ଦେବା ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ