ରାଇରଙ୍ଗପୁର ରେ ମାସ୍କ ବଣ୍ଟନ

ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ ଏବଂ ଜିଲ୍ଲା ପର‌୍ୟ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କ ନିର୍ଦେଶ କ୍ରମେ ମୟୂରଭଂଜ (ସଦର )ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମ ଙ୍କ ସଂଯୋଜନା ରେ ଆଜି ରାଇରଙ୍ଗପୁର ପୌରପରିଷଦ ର ୱାର୍ଡ ନ ୧, ୨, ୩, ୪, ୫, ୬, ୭, ୮ ରେ ଟାଉନ ବିଜେଡି ତରଫରୁ ମାସ୍କ ଏବଂ ସାବୁନ ବଣ୍ଟନ କରାଗଲା | ଉକ୍ତ ବଣ୍ଟନ କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ଉମାକାନ୍ତ ମହାନ୍ତି, ପ୍ରଭାତ ପଟ୍ଟନାୟକ, ଗୌରୀ ଶଙ୍କର ଦତ୍ତ, ରତିକାନ୍ତ ପରୀକ୍ଷା ଯୁବ ନେତା ଦୀପ୍ତିମାନ ବଳ (ପିଙ୍କୁ ଭାଇ ), ବିଶ୍ୱଜିତ ପଣ୍ଡା (ଟନୀ ), ଅଭିଷେକ ପଟ୍ଟନାୟକ, ଟାଉନ ମହିଳା ସଭାନେତ୍ରୀ ପୁର୍ଣିମା ମହାନ୍ତ, କାର୍ଯ୍ୟକାରୀ ସଭାନେତ୍ରୀ ଧୀରା ବେଶ୍ରକ୍ଷ, ନାରୀ ନେତ୍ରୀ ନମିତା ହୋତା, ସାରଥୀ ମୁର୍ମୁ, ସୁଷମା ବେହେରା, ପୂର୍ବତନ ପୌରପରିଷଦ ଉପାଧ୍ୟକ୍ଷ ଦଶରଥ ଵକ୍ଷସ୍କେ, ଗତିକୃଷ୍ଣ ମହାନ୍ତ, ଝୁଲା ସାହୁ, ବନ୍ଧନ ବଳ, ସିକୋନ ଦାସ, ମଣ୍ଟି ଦାସ, ଆହ୍ୱାନ ପଟ୍ଟନାୟକ, ଅଭିନାଶ ଗିରି, ଏନ କେ ମଣ୍ଡଳ, ଅଭି ବଳ, ଟିଟନ ଦାସ, ଶୁଭମ ଦାସ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ