ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ବଳିଦାନ ସ୍ମୃତି ସମାରୋହ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ହିନ୍ଦୁ ସମ୍ରାଟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୧ତମ ବଳିଦାନ ସ୍ମୃତି ସମାରୋହ ଦିବସ ଅବସରରେ ଧର୍ମଜାଗରଣ ସମନ୍ୱି୍ରୟ .ସମିତିର ଧର୍ମରକ୍ଷା ଦିବସ ବ୍ରହ୍ମପୁର ଶାଖା ତରଫରୁ ଶୁକ୍ରବାର ଅପରାହ୍ନରେ ଧର୍ମରକ୍ଷା ଦିବସ ଶଙ୍କରପୁର ସାହି ସ୍ଥିତ ସୁନ୍ଦରରାମ ମଠରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘ ((ଆରଏସଏସ) ଜିଲ୍ଲା ସଂଘ ଚାଳକ ଲଳିତ ମୋହନ ହୋତା ସହ ବହୁ କର୍ମକତ୍ତା ଯୋଗ ଦେଇଥô୍ଲେ । ସ୍ମୃତି ସମାରୋହରେ ଉପସ୍ଥିତ ରହି କନ୍ଧମାଳ ଜିଲ୍ଲାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହିନ୍ଦୁ ଧର୍ମ ରକ୍ଷା ,ଆଦିବାସୀଙ୍କ ବିକାଶ ,କୁସଂସ୍କାର ଦୂର ,ବାଳିକା ଶିକ୍ଷା ପାଇଁ ନିଜର ଜୀବିତାବସ୍ଥାରେ ସେ ବ୍ୟାପକ କାର୍ଯ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ