କୋଭିଡ ଯୋଦ୍ଧା ସମ୍ବଦ୍ଧିତ

କୁକୁଡାଖଣ୍ଡି,(ଓ୍ବାଇଏନ୍ଏସ୍):ହୃଷିକେଶ ପାଢୀ ଫାଉଣ୍ଡେସନ ମୁମ୍ବାଇ ପଷରୁ କୁକୁଡାଖଣ୍ଡି ବ୍ଲକର ଜଣେ କରୋନା ଯୋଦ୍ଧା କୁଂ ସମ୍ବଦ୍ଧିତ କରାଇଛି।କରୋନା ମହାମାରୀ ସମୟରେ କାଯ୍ୟଦଷତା ପାଇଁ କୁକୁଡାଖଣ୍ଡିର ହିମାଂଶୁ ଶେଖର ପାଢୀ ଙ୍କୁ ମାନପତ୍ର ସହ ସମ୍ବଦ୍ଧିତ କରାଯାଇଛି।ଫାଉଣ୍ଡେସନର କେନ୍ଦ୍ରୀୟ ଚଳଚିତ୍ର ପ୍ରମାଣନ ବୋଡ ସଦସ୍ୟ ଶ୍ରୀକାନ୍ତ ପାଢୀ,ପୂର୍ବତନ ବରିଷ୍ଟ ଭେଷଜ ବିଷେଷଞ ଡ.ମିହିରକାନ୍ତ ପାଣିଗ୍ରାହୀ,ଖେମୁଣ୍ଡି ଓକିଲ ସଂଘ ଅଧଷ ପରେଶ ଚନ୍ଦ୍ର ରଥ ,ରମାକାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ସମ୍ନାନିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ