ନବୀନ ନିବାସରେ ଦିଲ୍ଲୀପ ରାୟ

ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ସବୁଠୁ ଆଶ୍ଚର୍ଯ୍ୟର ଘଟଣା ୨୦୧୯ ନିର୍ବାଚନରେ ଘଟୁଥିବା ବେଳେ ଆଗକୁ କଣ ହେବ ତାହା ଦେଖିବାକୁ ବାକିରହିଲା । ଗତ ସତରବର୍ଷରୁ ଉର୍ଦ୍ଧ ବର୍ଷ ଧରି ନବୀନ ନିବାସରେ ପାଦ ଦେଇ ନଥିବା ରାୟ ଅଚାନକ ଶନିବାର ସଂନ୍ଧ୍ୟାରେ ନବୀନ ନିବାସ ଯାଇଥିଲେ । ଏଥିରୁ ଅନୁମାନ କରାଯାଉଛି ଯେ ସେ ବିଜେଡିରେ ଯୋଗ ଦେଇପାରନ୍ତି । ସେହି ପରି ତାଙ୍କର ରାଜନୈତିକ ବନ୍ଧୁ ବିଜୟ ମହାପାତ୍ର ମଧ୍ୟ ରାଜନୈତିକ ନିଷ୍ପତି ସ୍ପଷ୍ଟ କରିବେ ବୋଲି ଆଲୋଚନା ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ