ଅମାନିଆଙ୍କ ଠାରୁ ୩ ହଜାର ଜୋରିମାନା ଆଦାୟ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯାଇ ଅମାନିଆଙ୍କ ଠାରୁ ୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏମ୍‌.ଭି ଆକ୍ଟରେ ୨ ଜଣଙ୍କ ଠାରୁ ୨ ହଜାର ଓ ନୋ ମାସ୍କ ବାବଦ ଜଣଙ୍କ ଠାରୁ ୧ ହଜାର ଜୋରିମାନା ଆଦାୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ