ଅଳସୁଆ କ୍ଳବ

ଆମେରିକାର ପେନସିଲଭାନିଆରେ ଗୋଟିଏ ଅଳସୁଆ କ୍ଳବ ଅଛି । ୧୯୫୬ରେ ପ୍ରତିଷ୍ଠିତ ଏହି କ୍ଳବର ସଦସ୍ୟ ସଂଖ୍ୟା ୬୦୦୦ରେ ପହଞ୍ôଚଛି । ଏହାର ଆଦର୍ଶ – ବର୍ତ୍ତମାନକୁ ନେଇ ଶାନ୍ତିରେ ବଞ୍ଚିବା ପାଇଁ ଯେତେ ପାରୁଛ, ସବୁ କାମ ପଛକୁ ରଖିଦିଅ । ଏହି କ୍ଳବର ସଦସ୍ୟ ହେବାକୁ ଚାହୁଁଥିଲେ, ଚିଠି ମାଧ୍ୟମରେ ଯୋଗାଯୋଗ କରନ୍ତୁ । ଠିକଣା -ପ୍ରୋକ୍ରାଷ୍ଟିନେଟରର୍ସ କ୍ଲବ ଅଫ ଆମେରିକା, ବକ୍ସ- ୭୧୨, ବ୍ରେନ ଆଠିନ୍, ପିଏ-୧୯୦୦୯. ଏୟାର ମେଲ୍ରେ ପଠାନ୍ତୁ ନାହିଁ । ତୁରନ୍ତ ଅଯୋଗ୍ୟ ଘୋଷିତ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ