ଦୋକାନରେ ନିଆଁଲାଗି ୫୦ହଜାରରୁ ଉର୍ଦ୍ଧ ସାମଗ୍ରୀ ନଷ୍ଟ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ପଦାଗାଁ ଛକରେ ଥିବା ଗ୍ରୋସେରୀ ଦୋକାନୀରେ ପୂଜାଦୀପରୁ ନିଆଁ ଲାଗି ଦୋକାନରେ ଥିବା ପେଟ୍ରୋଲ ସହ ନିଆଁଲାଗି ବହୁ ସାମଗ୍ରୀ ପୋଡି ଯାଇଛି । ଘଟଣା ସ୍ଥଳରେ ମୋହନା ଅଗ୍ନିଶମ ବାହି ପହଂଚି ନିଆଁକୁ ଆୟତ କରିଥିଲେ । ଉକ୍ତ ଦୋକାନୀ ମାଲିକ ବିଜୟ ପୂଜାରୀ କୌଣସି ସରକାରୀ ନିୟମ କୁ ନମାନି ପେଟ୍ରୋଲ ବିକ୍ରି କରୁଥିବା ଅଗ୍ନିଶମ ବିଭାଗ ପକ୍ଷରୁ ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ