୬ଜଣ ଜୁଆଡି ଗିରଫ

ଭଞ୍ଜନଗର,( ସନ୍ତୋଷ କୁମାର ଜେନା): ଭଞ୍ଜନଗର ସହରର ଭେଜିପୁଟ କେନାଲ ସାହି ରେ ଜୁଆ ଖେଳ ଚାଲିଥିବା ସମୟରେ କୌଣସି ସୂତ୍ର ରୁ ପୋଲିସ ଖବରପାଇ ସେହି ଜୁଆଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ୬ ଜଣ ଜୁଆଡି କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ନଗଦ ୪୭ହଜାର ୩୨୦ ଟଙ୍କା ଏବଂ ୭ଟି ମୋବାଇଲ ଫୋନ ଜବତ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ