କାଠିଆସରାରେ ବିଜେପିର ସାଙ୍ଗଠନିକ ବୈଠକ

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର କାଠିଆସରା ଠାରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁରର ବିଜେପି ନେତା ତଶ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅ୍ରାଲୋକ ସେଠୀ ସଂଗଠନକୁ ମଜବୁତ କରିବା ସହ ସେବାକାର୍ଯ୍ୟ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚି ଦଳକୁ ସର୍ବଷ୍ପର୍ଶୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ମଣ୍ଡଳ ସଭାପତି ଶଶିକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଧାନସଭା ସଂଯୋଜକ ସୁଶାନ୍ତ ଜେନା, ପୁର୍ବତନ ମଣ୍ଡଳ ସଭାପତି ମଧୁସୁଦନ ରାଉତ, ଯୁବମୋର୍ଚ୍ଚା ସଭାପତି ସୁଭାଦ୍ରୀ ବଳ୍ରିାର ସିଂ, ବରିଷ୍ଠ ନେତା ଅଭିନ୍ନ ରାଉଳ, ସନାତନ ସେଠୀ, ଅଶୋକ ଖୁଣ୍ଟିଆ, ଆନନ୍ଦ ଖଟୁଆ, ନନ୍ଦ ଜେନା, ବ୍ରହ୍ମାନନ୍ଦ ଜେନା, ଗଗନ ଦାସ, ରଶ୍ମୀରଞ୍ଜନ ଜେନା, ରୁତୁନୁ ଜେନା, ଅନିଲ ଓଝା, ବିଜୟ ଜେନା, ବାପି ଜେନା, କାଳନ୍ଦୀ ଜେନା, ଭଗବାନ ବେହେରା, ରବିନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ