ରାଜନୀତି କରିବେ ଦୂତିଚାନ୍ଦ

ଭୂବନେଶ୍ୱର, ଦୂତିଚାନ୍ଦ ଟ୍ୱିଟ୍କରି କହିଛନ୍ତି ନିଜ ମନର ଅକୁହା କଥା । ସେ ପିଲାଟି ଦିନରୁ ରାଜନୀତିରେ ବହୁତ ଇଚ୍ଛା କରିଥିବା ସେ ଟ୍ୱିଟ୍ କରିଛନ୍ତି । ସୋମବାର ଏହି ଟ୍ୱିଟ୍କୁ ନେଇ ଚର୍ଚ୍ଚା ଜୋରଧରିଛି । ସେ କୈ÷ାଣସି ଦଳରେ ଯୋଗ ଦେବେ ସେ କିଛି ସ୍ପଷ୍ଟ କରିନାହାନ୍ତି । କିନ୍ତୁ କୈ÷ାଣସି ଦଳ ପକ୍ଷରୁ ଯଦି ଅଫର ଆସେ ତାହା ହେଲେ ସେ ରାଜନୀତିରେ ଯୋଗ ଦେବେ ବୋଲି ପ୍ରକାଶ କରିଛନ୍ତି । ଏହା ସହ ସେ କହିଛନ୍ତି ତାଙ୍କ ପରିବାର ମଧ୍ୟ ରାଜନୀତିରେ ଥିଲେ ବୋଲି ପ୍ରକାଶ କରିଛନ୍ତି । ନଚେତ୍ ଖେଳ ଛାଡିବା ପରେ ଦୂତି ରାଜନୀତିକୁ ଆସିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ