ବ୍ରାହ୍ମଣୀକଳାରେ ବିଜେପିର ମିଶ୍ରଣପର୍ବ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ବ୍ରାହ୍ମଣୀକଳା ଠାରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ବିଜେପିନେତା ଆଲୋକ ସେଠୀଙ୍କ ନେତୃତ୍ୱକୁ ଭରସାକରି ୪୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି । ରାଜେଶ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିହାର, ହାଟଡିହି ମଣ୍ଡଳ ସଭାପତି କୈଳାଶ ସାମଲ, ଯୁବମୋର୍ଚ୍ଚା ସଭାପତି ଆଲୋକ ଦାସ, ଉମାକାନ୍ତ ନାୟକ, ଅନନ୍ତ ବେହେରା, ମଣି ଚରଣ ନାୟକ, ଅଧର ବେହେରା, ମିଲୁ ମହାପାତ୍ର, ରବିନ୍ଦ୍ର ମଲ୍ଲିକ, ସୁବାସ ଦାସ, ହରେକୃଷ୍ଣ ସ୍ୱାଇଁ, ଧନେଶ୍ୱର ରାଉତ, ରମାକାନ୍ତ ବେହେରା, ମଣି ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଭରତ କବି, ବିଶ୍ୱମ୍ବର ଜେନା, ଜଗବନ୍ଧୁ ଜେନା, ବାବାଜି ବାରିକ, ତପନ କୁଅଁର, ନାରାୟଣ ଜେନା, ମୁରଲୀ ସାହୁ, ରାଜେନ୍ଦ୍ର ବେହେରା, ଜଳଧର ଜେନା, ସମୀର ବେହେରା, ଧର୍ମାନନ୍ଦ ସେନାପତି, ସନାତନ ରାଉତ, ମଳୟ ବେହେରା, ମାୟାଧର ଜେନା, ବିଶ୍ୱନାଥ ଦାସ, ନିରଞ୍ଜନ ପଣ୍ଡା, ରଞ୍ଜନ ଜେନା, କଳାକାର ଜେନା, ଅକ୍ଷୟ ଜେନାଙ୍କ, ବସନ୍ତ ସ୍ୱାଇଁ, ସୁର୍ଯ୍ୟମଣୀ ସାହୁ, ପୁର୍ଣ୍ଣ ରାଉଳ, ଗୌରାଙ୍ଗ କବି, ମହେଶ୍ୱର ବସନ୍ତିଆ, ଦୟାନିଧି ଜେନା, ନିରଞ୍ଜନ ପଣ୍ଡା ଯୁଦ୍ଧିଷ୍ଠିର ବାରିକ, ଗୋପୀନାଥ ସାମଲ, ଅତୁଲ ସାହୁ, କାର୍ତ୍ତିକେଶ୍ୱର ବେହେରା, ପରେଶ୍ୱର କବି, ସୁରଥ କବି, ବିଚିତ୍ର ବେହେରା, ପଞ୍ଚାନନ ବେହେରା, ସୁରେନ୍ଦ୍ର ସ୍ୱାଇଁ, ଦାଶରଥି ବେହେରା, ମନୋଜ ବେହେରା, ରକ୍ଷାକର ଜେନା, ଗୌରାଙ୍ଗ ସାହୁଙ୍କ ସମେତ ୪୦ରୁ ଉର୍ଦ୍ଧ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ଦଳର ପ୍ରମୁଖ ନେତାମାନେ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ