କଳାହାଣ୍ଡି ମାଇକଞ୍ଚରେ ୨୦ତମ ସହିଦ ଦିବସ ପାଳନ 16/12/2020 YWPSENU9 0 Comments ମାଇକଞ୍ଚରେ ୨୦ତମ ସହିଦ ଦିବସ ପାଳନ କଳାହାଣ୍ଡି,(ୱାଇଏନ୍ଏସ୍): ଜଳ, ଜମି, ଜଙ୍ଗଲ ଓ ପରିବେଶ ର ସୁରକ୍ଷା ପାଇଁ ବିଦେଶୀ କଂମ୍ପାନି ବିରୋଧରେ ଲଢେଇକରି ତିନି ବୀର ଦାମୋଦର,ଅଭିଳାଷ ଓ ରଘୁନାଥ ୧୬ ଡିସେମ୍ବର ୨୦୦୦ ଦିନ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ସେମାଙ୍କର ଆତ୍ମାର ସଦଗତି କାମନା କରି ଏହି ୨୦ତମ ସହିଦ ଦିବସ ପାଳନ କରାଯାଇଛି | Spread the love