ଆବର୍ଜନାକୁ ବୋହି ନେବା ପାଇଁ 5ଟି ଗାଡ଼ି ଶୁଭାରମ୍ଭ
କୋଣାର୍କ , (ଯୁଗାବ୍ଦ ନ୍ୟୁଜ) : କୋଣାର୍କ ବିଜ୍ଞାପିତ ଅଂଚଳରେ ଗାନ୍ଧୀ ଜୟନ୍ତୀ ଅବସରରେ କୋଣାର୍କ ଅଞ୍ଚଳକୁ ସ୍ୱଚ୍ଛ ମୁକ୍ତ କରିବା ପାଇଁ ଆଳିଆ ଆବର୍ଜନାକୁ ବୋହି ନେବା ପାଇଁ 5ଟି ଗାଡ଼ି ଶୁଭାରମ୍ଭ କଲେ ମାନ୍ୟବର କ୍ରୀଡ଼ା ପ୍ରଯୁକ୍ତି ଓ ଯୁବବ୍ୟାପରକ ମନ୍ତ୍ରୀ ତୁଷାର କାନ୍ତି ବେହେରା। ଏହି ଅବସରେ ବିଜ୍ଞାପିତ ଅଂଚଳର ବହୁ ଜଣ ସାଧାରଣ ଓ କାର୍ଜ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଏପରି ଅଳିଆ ବୁହା ଗାଡି ବେବହାର କରାଯିବ ଦ୍ୱାରା ପରିବେଶ ସଫା ରହିବ ବୋଲି ମନ୍ତ୍ରୀ କହି ଥିଲେ