ମାଲେରିଆ ଜ୍ୱର ହୋଇଥିଲେ ଏସବୁ ଖାଇବା ମନା, ଏସବୁ ଖାଇଲେ ଭଲ

ଯଦି କେହି ମାଲେରିଅ । ଜ୍ୱରରେ ଆକ୍ରାନ୍ତ, ତେବେ ଜାଣନ୍ତୁ ଆପଣ କ’ଣ ତାଙ୍କୁ ଖାଇବାକୁ ଦେବା ଅନୁଚିତ ଏବଂ କ’ଣ ଉଚିତ

କ’ଣ ଖାଇବାକୁ ମନା-
ଆଦୌ ଥଣ୍ଡା ପାଣି ପିଅନ୍ତୁ ନାହିଁ । ମାଲେରିଆ ରୋଗୀକୁ ଆମ୍ବ, ଡାଳିମ୍ବ, ଲିଚୁ ଓ କମଳା ଆଦି ଖାଇବାକୁ ଦିଅନ୍ତୁ ନାହିଁ ।
-ଦହି,ଗାଜର ଓ ମୂଳା ଆଦି ମଧ୍ୟ ନ ଖାଇବା ଭଲ । ଅମ୍ଳଯୁକ୍ତ ଓ ମସଲାଯୁକ୍ତ ଖାଦ୍ୟ ସେବନ ନ କରିବା ଭଲ ।
କ’ଣ ଖାଇବା ଉଚିତ
ମାଲେରିଆ ରୋଗୀଙ୍କୁ ସେଓ ଖାଇବାକୁ ଦିଅନ୍ତୁ ।
-ପିପଳି ଚୁର୍ଣ୍ଣକୁ ମହୁରେ ମିଶାଇ ସେବନ କରିଲେ ମାଲେରିଅ । ଜ୍ୱରରୁ ମୁକ୍ତି ମିଳିଥାଏୟ
-ଚାଉଳ, ଡାଲିର ଖେଚୁଡି, ଦଲିୟା, ସାଗୁଦାନା ଆଦି ମଧ୍ୟ ଖାଇଲେ ଭଲ । ଏହା ଶୀଘ୍ର ହଜମ ହୋଇଥାଏ ଓ ତାହା ପୁଷ୍ଟିକର ମଧ୍ୟ ।
-ଲେମ୍ବୁକୁ କାଟି ସେଥିରେ ଗୋଲମରିଚ ଗୁଣ୍ଡ ଓ ସୈନ୍ଧବ ଲୁଣ ପକାଇ ଚାଟିଲେ ମଧ୍ୟ ମାଲେରିଆ ରୋଗୀଙ୍କ ପାଇଁ ତାହା ଲାଭଦାୟକ ।
-ମାଲେରିଆ ଜ୍ୱରାକ୍ରାନ୍ତ ବ୍ୟକ୍ତି ପାଚିଲା ଅମୃତଭଣ୍ଡା ଖାଇବା ମଧ୍ୟ ଉଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ