ବାଜପେୟୀ ଙ୍କ 96 ତମ ଜନ୍ମ ଜୟନ୍ତୀ ଓ ସୁଶାନ ଦିବସ ଉପଲକ୍ଷେ ଗଛଟିଏ ଜୀବନ ଟିଏ ନାରାବାଜି ସହ ବାଜପେୟୀ ଙ୍କ ଜୀବନୀ ଉପରେ ଆଲୋଚନା କରାଗଲା

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ 96ତମ ଜନ୍ମ ଜୟନ୍ତୀ ଓ ସୁଶାନ ଦିବସ ଉପଲକ୍ଷେ ଗଛଟିଏ ଜୀବନ ଟିଏ ନାରାବାଜି ସହ ବାଜପେୟୀ ଙ୍କ ଜୀବନୀ ଉପରେ ଆଲୋଚନା କରାଗଲା ଓ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ, ବ୍ରଜରାଜ ନଗର ଠାରେ ଥିବା ବଗିଚାରେ ବୃକ୍ଷ ରୋପଣ କରାଗଲା.ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ସିଦ୍ଧାନ୍ତ ଗଙ୍ଗଦେବ, କିରଣ କୁମାର ସାହୁ, ରବୀନ କୁମାର ସାହୁ, ରାକେଶ ସାବତ, ସୁଶାନ୍ତ ସାହୁ, ବ୍ରହ୍ମାନନ୍ଦ ସାହୁ,କିରଣ ସେଠି,ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି-ପ୍ରଭାତ କିରଣ ଷଡ଼ଙ୍ଗୀ,ପୁରୁଣାବ୍ରହ୍ମପୁର ମଣ୍ଡଳ ସଭାପତି-ବିନାୟକ ରଥ,ଆସ୍କାରୋଡ଼ ମଣ୍ଡଳ ଉପସଭାପତି-ମନରଞ୍ଜନ ମହାରଣା,ମଣ୍ଡଳ ସାଧାରଣ ସମ୍ପାଦକ -ବିଜୟ କୁମାର ଗୋପାଳ, ଦୟାନନ୍ଦ ସାହୁ,ଟୁଙ୍ଗୁରୁ ପାତ୍ର, ସୁରେଶ ସାହୁ, ବରିଷ୍ଠ ସମାଜସେବି ସନ୍ତୋଷ କୁମାର ମହାନ୍ତି, ବିବେକନନ୍ଦ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ ହୋଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ