ସାମ୍ବାଦିକ ଙ୍କ ପିତୃ ବିୟୋଗ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଜଗନ୍ନାଥପ୍ରସାଦ ବ୍ଲକ ସମରବନ୍ଧ ନାରାୟନପଲ୍ଲୀ ଗାଁର ତ୍ରିନାଥ ସାହୁଙ୍କ ଆଜି 87 ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ପରୋପକାରୀ , ଅଧ୍ୟତ୍ମିକବାଦୀ ଓ ସତ୍ୟପ୍ରିୟ ବ୍ୟକ୍ତି ଥିଲେ । ତାଙ୍କର ତିନି ପୁଅ ଓ ଗୋଟିଏ ଝିଅ ଥିଲେ । ପୁଅ ମାନେ ହେଲେ ସୁରେଶ, ଗିରିସ ଓ ମଳୟ । ଗିରିସ ଜଣେ ସାମ୍ବାଦିକ ଭାବେ ବେଶ ପରିଚିତ । ଆଜି ସନ୍ଧ୍ୟାରେ ନିଜ ବାସଭବନ ରେ ତାଙ୍କର ବିୟୋଗ ଘଟିଛି । ତାଙ୍କର ସେସଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପଂହିଚି ଥିଲେ । ଗାଁ ସ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।