ଗଞ୍ଜେଶ୍ୱର ଏସ.ଏଚ.ଜି ଦ୍ୱାରା ଧାନ ମଣ୍ଡି ଉଦ୍ଘାଟନ
ଧାମନଗର,(ସନ୍ତୋଷ କୁମାର ପ୍ରଧାନ):ଧାମନଗର ବ୍ଲକ ଗାଡ଼ିଆଳି ପଞ୍ଚାୟତ ଗଞ୍ଜେଶ୍ୱର ଏସ.ଏଚ.ଜି ଦ୍ୱାରା ଧାନ ମଣ୍ଡି ଉଦ୍ଘାଟନ ହୋଇଛି | ଏଥିରେ ମୁଖ୍ୟ ଅତିଥି ଧାମନଗର ବ୍ଲକ ସଭାପତି ଅଶୋକ କୁମାର ନାୟକ,ସାଂସଦ ପ୍ରତିନିଧି ନାରାୟଣ ଚନ୍ଦ୍ର ସାହୁ ବି.ବି.ସି.ସି ବେଙ୍କର ସଭାପତି ରଘୁନାଥ ଲେଙ୍କା, ଏମ.ଆଇ ମନୋରଞ୍ଜନ ମହାପାତ୍ର ଗାଡ଼ିଆଳି ସମିତି ସଭ୍ୟ ହରେକୃଷ୍ଣ ପାଢ଼ୀ, ସ୍ଥାନୀୟ ସରପଞ୍ଚ ସୁକାନ୍ତି ମିଶ୍ର,ପୂର୍ବତ୍ତନ ସରପଞ୍ଚ ଅସୁରାଳି ସାରଦା ପ୍ରସନ୍ନ ସାହୁ, ମହାସଂଘ ଗାଡ଼ିଆଳି ପଞ୍ଚାୟତ ସଭାପତି ଭାରତୀ ଦଳ,ସେକ୍ରେଟେରୀ ମଞ୍ଜୁଲତା ମିଶ୍ର, ଏଜି.ଏନ ମିଲର ସରୋଜ କୁମାର ରାଉତ, ସମାଜସେବୀ ତରାକାନ୍ତ ମିଶ୍ର,ବିରଜା କାନ୍ତ ମିଶ୍ର, ସତ୍ୟ ମୂର୍ତ୍ତି ବେହେରା, ଅଜୟ ସେଠି, ନିରଞ୍ଜନ ସାମଲ, ନିରାକାର ପାଣି, ସମେତ ଅନ୍ୟ ଚାଷୀ ଉପସ୍ଥିତ ଥିଲେ | ଏହି ସ୍ୱୟଂ ସହାୟକ ଗ୍ରୁପ ଠାରୁ ଏଜି.ଏନ ମିଲ ଧାନ ନେବ |


