ଧାମନଗର ପ୍ରେସ କ୍ଳବ ପକ୍ଷରୁ ବନ୍ଧୁମିଳଣ ଓ କାର୍ଯ୍ୟକର୍ତ୍ତା ଚୟନ
ଧାମନଗର,(ସନ୍ତୋଷ କୁମାର ପ୍ରଧାନ):ଧାମନଗର ପ୍ରେସ କ୍ଳବ ପକ୍ଷରୁ ଜଇନଗର ନିକଟସ୍ଥ ଆର ଏନ ବି ଆଇବି ରେ ବନ୍ଧୁ ମିଳନ ଓ କାର୍ଯ୍ୟକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅନିଲ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରସାନନ୍ଧ ମହାପାତ୍ର, ଅନିଲ ବାରିକ, ବାସୁଦେବ ତ୍ରିପାଠୀ, ପ୍ରଦୀପ କୁମାର ମହାପାତ୍ର, ଦୀନବନ୍ଧୁ ଦାସ, ବୈକୁଣ୍ଠ ନାଥ ସାହୁ, ଅଜିତ ରାଉତ, ରମେଶ ବେହେରା,ପ୍ରତାପ ଆନ୍ଦିଆ, ପ୍ରମୋଦ ସ୍ୱାଇଁ, ବିଜୟ ରାମ, କିଷାନ କୁମାର ରାଉତ, ଅନନ୍ତ ଜେନା, କୃଷ୍ଣ ଚନ୍ଦ୍ର ଜେନା, ସୁଦାକର ଦାସ, ସଂଜୀବ କୁମାର ମହାନ୍ତି, ଗୋଲାମ ଜିଲାନି ହବିବ ,ଜଗବନ୍ଧୁ ବେହେରା, କୁଳମଣି ବେହେରା, ସୁଶାନ୍ତ ରାଉତ, ରଜତ ପଣ୍ଡା, ଦେବାଶିଷ ଦାସ, ବିବେକାନନ୍ଧ ସାମଲ, ବାସୁଦେବ ପାତ୍ର, ପରିକିତ ଦାସ, ପ୍ରଶାନ୍ତ ସାହୁ, ମାନଗୋବିନ୍ଦ ଜେନା, ସରୋଜ ସେଠି, ଲୋକନାଥ ବେହେରା, ଦୁର୍ଗା ପ୍ରସାଦ ମହାପାତ୍ର, ସେକ ଜାଫର ଅଲ୍ଲୀ, ଗୌରାଙ୍ଗ ଦାସ, ସମାଜ ସେବୀ ଜୟନ୍ତ ବିଶ୍ୱାଳ,ଆଦି ସାମ୍ବାଦିକ ଓ ସମାଜ ସେବୀ ଗଣ ଉପସ୍ଥିତ ରହି ପ୍ରେସ କ୍ଳବର ସ୍ଥାୟୀ ଘର ନଥିବାରୁ ପର ଘର ବାର ପିଣ୍ଢା ହେଉଥିବା ବେଳେ ସ୍ଥାୟୀ ଘର କରିବା ସହ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା ।


