ମାଲେରିଆ ରୋଗୀଙ୍କ ପାଇଁ ଖାଦ୍ୟପେୟ

ଯଦି କେହି ମାଲେରିଆ ଜ୍ୱରରେ ଆକ୍ରାନ୍ତ, ତେବେ ଜାଣନ୍ତୁ ଆପଣ କ’ଣ ତାଙ୍କୁ ଖାଇବାକୁ ଦେବା ଅନୁଚିତ ଏବଂ କ’ଣ ଉଚିତ ।
କ’ଣ ଖାଇବାକୁ ମନା:-
-ଆଦୌ ଥଣ୍ଡା ପାଣି ପିଅନ୍ତୁ ନାହିଁ । ମାଲେରିଆ ରୋଗୀକୁ ଆମ୍ବ, ଡାଳିମ୍ବ, ଲିଚୁ ଓ କମଳା ଆଦି ଖାଇବାକୁ ଦିଅନ୍ତୁନାହିଁ ।
-ଦହି,ଗାଜର ଓ ମୂଳା ଆଦି ମଧ୍ୟ ନ ଖାଇବା ଭଲ । ଅମ୍ଳଯୁକ୍ତ ଓ ମସଲାଯୁକ୍ତ ଖାଦ୍ୟ ସେବନ ନ କରିବା ଭଲ ।
କ’ଣ ଖାଇବା ଉଚିତ୍‌:-
-ମାଲେରିଆ ରୋଗୀଙ୍କୁ ସେଓ ଖାଇବାକୁ ଦିଅନ୍ତୁ ।
-ପିପଳି ଚୁର୍ଣ୍ଣକୁ ମହୁରେ ମିଶାଇ ସେବନ କରିଲେ ମାଲେରିଆ ଜ୍ୱରରୁ ମୁକ୍ତି ମିଳିଥାଏ ।
-ଚାଉଳ, ଡାଲିର ଖେଚୁଡି, ଦଲିୟା,ସାଗୁଦାନା ଆଦି ମଧ୍ୟ ଖାଇଲେ ଭଲ । ଏହା ଶୀଘ୍ର ହଜମ ହୋଇଥାଏ ଓ ତାହା ପୁଷ୍ଟିକର ମଧ୍ୟ ।
-ଲେମ୍ବୁକୁ କାଟି ସେଥିରେ ଗୋଲମରିଚ ଗୁଣ୍ଡ ଓ ସୈନ୍ଧବ ଲୁଣ ପକାଇ ଚାଟିଲେ ମଧ୍ୟ ମାଲେରିଆ ରୋଗୀଙ୍କ ପାଇଁ ତାହା ଲାଭଦାୟକ ।ୟ
-ମାଲେରିଆ ଜ୍ୱରାକ୍ରାନ୍ତ ବ୍ୟକ୍ତି ପାଚିଲା ଅମୃତଭଣ୍ଡା ଖାଇବା ମଧ୍ୟ ଉଚିତ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ