ପ୍ରଦୀପ ସେଠୀଙ୍କ ଜାମିନ ଖାରଜ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରା କୋର୍ଟରେ ମଙ୍ଗଳବାର ଏକ ମାମଲାରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଅତିରିକ୍ତ ଜିଲ୍ଲା ଜଜ୍ ରାଜାରଞ୍ଜନ ପାଢୀ(ଜିଆର୍ କେସ୍ ନମ୍ବର ୧୩୫/୨୦୧୩ ତଥା ଛତ୍ରପୁର ଥାନା କେସ୍ ନମ୍ବର ୬୮/୧୩) ମାମଲାରେ ଜାମିନ୍ ଆବେଦନ ଶୁଣାଣି କରି ଏହାକୁ ଖାରଜ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ