୧୦୫ କେ ଜି ଗଞ୍ଜେଇ ସହ କାର ଜବତ ୨ଗିରଫ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଅଞ୍ଚଳରେ ଅବାଧ ଗଂଜେଇ କାରବାର ଚାଲୁଥବା ବେଳେ ପାଟପୁର ପୁଲି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି ରବିବାର ରାତ୍ରପେଟ୍ରୋଲିଂ ବେଳେ ଗଙ୍ଗାପୁର ପଂଚାୟତ ଭିମନଗର ଗ୍ରାମ ନିକଟରୁ କାର ଯୋଗେ ୧୦୫ କେ ଜି ଚାଲନ ବେଳେ ପାଟପୁର ପୋଲିସ ଜବତ କରି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଭିଯୁକ୍ତ ଦୁଇଜଣ ହେଲେ ଗଜପତି ଜିଲ୍ଲା ଅଡ଼ବା ଅଂଚଳର ଜୋସେଫ ରଇତ ଓ ଜୟରାଜ ଦଳବେହରା ଙ୍କୁ ପୋଲିସ ଏ ସ ଆଇ ତରୁଲତା ବେହେରା ଙ୍କ ନେତୃତ୍ୱରେ ସଦଳେବଳେ ଚଢ଼ାଉ ବେଳେ ପୋଲିସ ଆଖିରୁ ଖସିଯିବାକୁ ଉଦ୍ୟମ କରିଥିଲେ ପୋଲିସ ଗୋଡାଇ ଗୋଡ଼ାଇ ଦୁହିଁଙ୍କୁ କାବୁକରିଥିବା ଥାନା ଅଧିକାରୀ ଅଜୟ କୁମାର ବାରିକ ସୁଚନା ଦେଇଛନ୍ତି


