ନିଜର ଜନ୍ମ ଦିନରେ ଅସହାୟ ମହିଳାଙ୍କୁ ରକ୍ତଦାନ କରି ସମାଜ ପାଇଁ ସାଜିଲେ ଉଧାହରଣ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବିଜ୍ଞାପିତ ଅଂଚଳ ୧୦ ନମ୍ବର ୱ।ଡ଼ ଗୋଖାଦିର ବିଶିଷ୍ଟ ସମାଜ ସେବୀ ତଥା କୃଷ୍ଣ ଚନ୍ଦ୍ର ଜେନାଙ୍କ ପୁତ୍ର ବିଜୁ ଯୁବ ଜନତା ଦଳର ସମ୍ପାଦକ,ସମାଜ ସେବୀ ପରଉପକାରୀ ରାଜେନ୍ଦ୍ର କୁମାର ଜେନା ନିଜର ଜନ୍ମ ଦିନରେ ଜଣେ ଅସହାୟ ମହିଳାଙ୍କୁ ରକ୍ତ ଦାନ କରି ଲୋକମାନଙ୍କ ପାଖରେ ଉଧାହରଣ ପାଲଟିଛନ୍ତି ସେ ଆଗରୁ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ ବନ୍ୟା ସମୟରେ ବିପନ୍ ମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ସହ ବୃକ୍ଷ ରୋପଣ କାର୍ଯ୍ୟ କରିବା ଅନ୍ୟର ଜୀବନ ବଞ୍ଚେଇବା ପାଇଁ ରକ୍ତ ଦାନ କରି ମହତ ପୂର୍ଣ୍ଣ କାର୍ଯ୍ୟକୁ ଆଦରି ନେଇଛନ୍ତି ଶ୍ରୀ ରାଜେନ୍ଦ୍ର ନିଜର ଜନ୍ମ ଦିନରେ ତାଙ୍କର ଜଣେ ବନ୍ଧୁକୁ ଦେଖା କରିବାପାଇଁ ଭଦ୍ରକ ଡାକ୍ତର ଖାନାକୁ ଯାଇଥିବା ବେଳେ ସେଠାରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ଜଣେ ନିହାତି ଗରିବ ରମେଶ ନାୟକ ଝିଅ ଙ୍କର ଗୁରୁତର ଥିଲା ଏବଂ ରକ୍ତର ବହୁ ଆବଶ୍ୟକ ଥିଲା ସେ ରୁଗି ଙ୍କର ବି ପଯେଟିବ ରକ୍ତ ମିଳୁ ନଥିଲା ସମାଜ ସେବୀ ରାଜେନ୍ଦ୍ର ଏକଥା ଶୁଣି ରମେଶଙ୍କ ନିକଟରେ ପହଞ୍ଚିଥିଲେ ନିଜର ବି ପଜେଟିବି ରକ୍ତଦାନ କରି ଜଣେ ମହିଳା ଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୁଇ ଥିଲେ ଏଣୁ ଭଦ୍ରକ ଜିଲ୍ଲା ଠାରୁ ସ୍ଥାନୀୟ ଅଞ୍ଚଳ ପର୍ୟ୍ଯନ୍ତ ଶ୍ରୀ ରାଜେନ୍ଦ୍ର ଜେନାଙ୍କୁ ବହୁତ ପ୍ରଶଂସା କରା ଯାଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ