ବାମନଘାଟୀ ରାଜାବସାରେ ବସ୍ -ଟ୍ରକ ମୁହାଁ ମୁହିଁ ୧୫ ଆହତ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାମନ ଘାଟି ଅଂଚଳ ରାଜା ବସା ରାସ୍ତାରେ ବାରିପଦାରୁ ଆସୁଥିବା ଘରୋହୀ ବସ୍ ସହିତ ଏକ ଟ୍ରକର ଦୁର୍ଘଟଣାରେ ୧୫ରୁ ଉ‌ର୍ଦ୍ଧ୍ୱ ଯାତ୍ରୀଙ୍କୁ ଆହତ ହୋଇଥିବା ସୂଚନା ମିଳିଛି । ଡ୍ରାଇଭର ,ହେଲାପରେ ଅଳ୍ପକେ ବର୍ତିଲେ । ଘଟଣାଟି ଆଜି ଅପରାହ୍ନ ୫.୩୦ ଟା ପାଖାପାଖି ସମୟରେ ଘଟିଥିଲା ।ପୋଲିସ ଘଟଣାସ୍ଥଳରେ ପହଂଚି ସହାୟତା କରିଥିଲା । ଦୁର୍ଘଟଣା ଯୋଗୁଁ ଦୁଇଘଣ୍ଟା ରାସ୍ତା ଜାତ ହୋଇଥିଲା ।ଗୁରୁତର ୫ଜଣଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ