ବିଶୋଇ ଡାକ୍ତରଖାନାରେ ତାଲା , ସ୍ଥାୟୀ ଡାକ୍ତର ଦାବିରେ ୟୂଥ ମାସ୍ ର ଧାରଣା

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଡ଼ାକ୍ତରଖାନା ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି ନେଇ ଡାକ୍ତରଖାନା ଗେଟ ସମ୍ମୁଖରେ ଧାରଣାରେ ବସିଲେ ବିଶୋଇ ୟୁଥ ମାସ୍ ର କର୍ମକର୍ତ୍ତା। ଡାକ୍ତରଖାନା ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ନେଇ ବିଶୋଇ ୟୁଥ ମାସ୍ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ବିଶୋଇ ବାସୀ ମଧ୍ୟ ଦୀର୍ଘ ବର୍ଷରୁ ସିଡିଏମଓ ଓ ବିଧାୟକଙ୍କୁ ଗୁହାରି କରିଆସୁଥିଲେ ମଧ୍ୟ କେବଳ ମିଛ ପ୍ରତିଶୃତି ମିଳୁଥିବା ବେଳେ ଆଜି ବିଶୋଇ ୟୁଥ ମାସ ହସ୍ପିଟାଲରେ ତାଲା ପକାଇ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଧାରଣା ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ