ରିଷଭ ପନ୍ଥ କରୋନା ପଜିଟିଭ୍

ନୂଆଦିଲ୍ଲୀ: କରୋନା ସଂକ୍ରମିତ ହୋଇଛନ୍ତି ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ । ମିଳିଥିବା ସୂଚନା ଅନୁସାରେ ଏବେ ଆଇସୋଲେସନରେ ଥିବା କ୍ରିକେଟର ହେଉଛନ୍ତି ରିଷଭ ପନ୍ଥ । ତେଣୁ ସେ ଟିମ୍ ଇଣ୍ଡିଆ ସହ ଦରହାମ୍ ଯାଉ ନାହାନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଟିମରେ ଯୋଗ ଦେବେ ।ଏହା ପୂର୍ବରୁ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ଭିତରେ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କର ୧୮ ତାରିଖରେ ପୁଣି ଥରେ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ