ବ୍ରହ୍ମପୁର ବଡ ମେଡିକାଲରୁ କଏଦୀ ଚମ୍ପଟ, କରୋନା ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ

ବ୍ରହ୍ମପୁର (ଅନିଲ କୁମାର): ବ୍ରହ୍ମପୁର ବଡ ମେଡିକାଲ କୋଭିଡ୍ ହସ୍ପିଟାଲ-୧ରୁ ଚିକିତ୍ସାଧୀନ କଏଦୀ ଫେରାର । ବାଲିଗୁଡା ସବ୍ ଜେଲର ବିଚାରାଧୀନ କଏଦୀ ମିରତା ସିଂ ଫେରାର ହୋଇଯାଇଥିବା ଜଣାପଡିଛି । ୫ ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ-୧ରେ ଭର୍ତ୍ତି ହୋଇଥିଲେ ।ଶନିବାର ଭୋର ୪ଟା ବେଳେ କଏଦୀ ଜଣଙ୍କ ବେଡରେ ନ ଥିବା ଦେଖିବା ପରେ ତାଙ୍କୁ ଖୋଜା ଖୋଜି କରାଯାଇଥିଲା । କିଛି ଦିନ ତଳେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ବାଲିଗୁଡା ଜେଲରେ ଥିଲେ ମିରତା ସିଂ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ