ଯୋଶଦା ଫାଉଣ୍ଡେସନ ପକ୍ଷରୁ ଶିଖରପଲ୍ଲୀ ଗ୍ରାମରେ ଚାରା ବଣ୍ଟନ

ଛତ୍ରପୁର, (ଦେବଦତ୍ତ ମହାରଣା): ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯୋଶଦା ଫାଉଣ୍ଡେସନ ପକ୍ଷରୁୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଶିଖରପଲ୍ଲୀ ଗ୍ରାମରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଏକ ଚାରା ବଣ୍ଟନ ଓ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସହିତ ଗୋଟଏ ଗୋଟିଏ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ନଡିଆ, ବେଲ, ଅଁଳା, ଝାଉଁ, ପଣସ, ପିଜୁଳି, ସାଗୁଆନି ଭଳି ବିଭିନ୍ନ ରକମର ୨୦୦ ରୁ ଉର୍ଦ୍ଧ୍ୱ ଚାରା ଗ୍ରାମର ଏସଏଚଜି ମା’ମାନଙ୍କୁ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ