କୁନିକୁନି ପିଲାମାନଙ୍କସହ ଆଚ୍ଛାସଙ୍ଗଠନ ପକ୍ଷରୁ ୭୫ ତମସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର (ୱାଇଏନ୍‌ଏସ୍‌): ଆଜି ୭୫ତମ ସ୍ୱାଧୀନତା ଦିବସକୁ ଆଚ୍ଛାସଂଗଠନ ପକ୍ଷରୁଖୋର୍ଦ୍ଧାଜିଲ୍ଲାରବିଭିନ୍ନ ଅଞ୍ଚଳରେଭିନ୍ନ ଏକ ମୋଡ଼ରେ ପାଳନ କରାଯାଇଛି । ଆମ ପୂର୍ବ ପୁରୁଷମାନେ ଉପହାରଣସଦୃଶ ଆମକୁ ଦେଇ ଯାଇଥିବା ଅମୂଲ୍ୟସ୍ୱାଧୀନତାରସ୍ମୃତିଚାରଣ ପାଇଁବିଭିନ୍ନସ୍ଥାନରେଜାତୀୟ ପତାକାଉତ୍ତୋଳନ କରିବାସହବୃକ୍ଷରୋପଣ, ଖାଦ୍ୟ ବଣ୍ଟନ ଏବଂଭିନ୍ନଭିନ୍ନଡାକ୍ତରଖାନା ଓ ବସ୍ତି ତଥା ନିଷ୍ପେସିତ ଅଞ୍ଚଳ ପରିକ୍ରମାକରିଲୋକମାନଙ୍କର ଅସୁବିଧା ବିଷୟରେ ଆଲୋଚନାକରିଥିଲେ ଆଚ୍ଛାସଂଗଠନ ସମସ୍ତସଦସ୍ୟସଦସ୍ୟା । ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣକରିଛୁ ଆମେଭାରତବାସୀ; ହେଲେସତରେ କଣ ଆମେସ୍ୱାଧୀନ? ଏହି ପ୍ରଶ୍ନବାଚୀସମସ୍ତଙ୍କମନରେସୃଷ୍ଟିକରିଛି ଆଚ୍ଛାସଂଗଠନ । ସ୍ୱାଧୀନତାରମୂଲ୍ୟବୋଧକୁ ଅବଗତକରାଇବାଏବଂ ଅନ୍ୟାୟବିରୁଦ୍ଧରେସ୍ୱରଉତ୍ତୋଳନ କରିବା ପାଇଁ ଆଚ୍ଛାସଂଗଠନ ପକ୍ଷରୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେବାସହସଚେତନ କରାଯାଇଛି । ଆଚ୍ଛାସଂଗଠନରଜିଲ୍ଲାରାଜ୍ୟମହିଳାସଶକ୍ତିକରଣସଂଯୋଜିକାତେଜସ୍ୱିନୀ ନାୟକଏହିକାର୍ଯ୍ୟକ୍ରମକୁସଫଳରୂପାୟନ କରିଥିଲେ । ଆଚ୍ଛାସଙ୍ଗଠନରକୈଳାସ ନାଗ୍‌, ପ୍ରୀତିୱାଲିଆ, ସୋନାଲିମହାନ୍ତି, ପୁଷ୍ପାଞ୍ଜଳୀ ପରିଡା, ସସ୍ମିତାସେଠୀ, ସୁଶାନ୍ତ ନାୟକ, ସୁଶାନ୍ତ ବାରିକ, ବାଦଲ ୟାଦବ, ସୌମ୍ୟ ରଞ୍ଜନଙ୍କ ମିଳିତସହଯୋଗରେ ଆଜିରମହତ୍ତ୍ୱପୂର୍ଣ୍ଣକାର୍ଯ୍ୟସମ୍ପାଦନ କରାଯାଇଥିଲା ।ସମସ୍ତବସ୍ତି ଅଞ୍ଚଳରେ ଅବହେଳିତକୁନିକୁନି ପିଲାମାନେ ସ୍ୱାଧୀନତାରବାସ୍ତବଚିତ୍ରବାବଦରେ ପରିଲକ୍ଷିତକରିପାରୁନଥିବାବେଳେତେଜସ୍ୱିନୀ ନାୟକତାଙ୍କୁ ପ୍ରକୃତସ୍ୱାଧୀନତା ପାଇଁ ଆନ୍ଦୋଳନର ଆବଶ୍ୟକ ଆଛିବୋଲି ନିଜ ଅଭିଭାଷଣରେକହିଥିଲେଏବଂ ଆଚ୍ଛାସଙ୍ଗଠନରଏହି ଆନ୍ଦୋଳନରେସାଧାରଣ ଅସହାୟଲୋକମାନେ ନିଜକୁସାମିଲକରିବେବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଆଚ୍ଛାସଂଗଠନରଏପରି ନୂତନ ପ୍ରଚେଷ୍ଟାସାଧାରଣରେଖୁବ ପ୍ରଶଂସନୀୟହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ