ପତ୍ନୀଙ୍କ ଓଜନର ବିୟର

ଫିନ୍‌ଲାଣ୍ଡରେ ୧୯୯୨ ମସିହାରୁ ଗୋଟିଏ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଉଛି । ପତ୍ନୀଙ୍କୁ କାନ୍ଧରେ ପକାଇ ପୁରୁଷମାନେ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି । ଏହି ଖେଳର ମୁଖ୍ୟ ସର୍ତ୍ତ ହେଉଛି ଯେ ମହିଳା ଅନ୍ୟୁନ ୪୯ କିଲୋ ଓଜନର ହୋଇଥିବେ । ବିଜେତାଙ୍କୁ ପତ୍ନୀଙ୍କ ଓଜନର ବିୟର ପୁରସ୍କାର ଦିଆଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ