କେନ୍ଦ୍ରାପଡ଼ା ରାଜ୍ୟ କେନ୍ଦ୍ରାପଡା ଜିଲ୍ଲାରେ ଆଜି ୩କରୋନା ପଜିଟିଭ 25/09/2021 YWPSENU9 0 Comments କେନ୍ଦ୍ରାପଡା ଜିଲ୍ଲାରେ ଆଜି ୬୪ କରୋନା ପଜିଟିଭ: ପ୍ରବାସୀଙ୍କୁ ନେଇ ଚିନ୍ତା ବଢୁଛି କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ଶନିବାର ୩ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ମହାକାଳପଡା ବ୍ଲକରେ ଜଣେ କରୋନା ପଜିଟିଭ କେଶ ବାହାରିଥିବା ବେଳେ ରାଜକନିକା ବ୍ଲକରେ ୨ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । Spread the love