ଜନ୍ମ ଦିନ ରେ ଯୁବ ଇଞ୍ଜିନିୟର ଙ୍କ ମନ୍ଦିର ନିର୍ମାଣ ପାଇଁ ସାହାଯ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ପାରଳାଖେମୁଣ୍ଡିର କବିଚନ୍ଦ୍ର ସାହି ର ଯୁବ ଇଞ୍ଜିନିୟର ବାସ୍ତବ ଦାସ ନିଜ ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି, ଜନ୍ମ ଦିନ ରେ ପାରଳାଖେମୁଣ୍ଡି ର ଐତିହାସିକ ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲୁଥିବା ରୁ ସ୍ଵଇଛା ରେ ୫୫୫୫( ପାଞ୍ଚ ହଜାର ପାଞ୍ଚଶହ ପଞ୍ଚାବନ ଟଙ୍କା) ମନ୍ଦିର ନିକଟକୁ ଆସି ଦେଇଛନ୍ତି, ବାସ୍ତବ ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟର ଡିଗ୍ରୀ ହାସଲ ପରେ ପ୍ରାୟତଃ ଚାକିରି କରି ବାହାରେ ରହୁଥିଲେ, କୋରୋନା ପାଇଁ ଘରେ ରହି କାମ କରୁଥିବା ଯୋଗୁ ଚଳିତ ବର୍ଷ ଜନ୍ମଦିନ ରେ ସେ ପାରଳା ଜଗନ୍ନାଥ ମନ୍ଦିରରେ ପାଳନ କରିଛନ୍ତି, ବାସ୍ତବଙ୍କ ଏହି ନିଆରା ଢଙ୍ଗ ରେ ଜନ୍ମଦିନ ପାଳନ ପାଇଁ ଓ ଜଗନ୍ନାଥ ମନ୍ଦିରର ନିର୍ମାଣ ରେ ସହଭାଗିତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ