ଦିଗପହଣ୍ଡିରେ ନିର୍ବାଚନ ପୁର୍ବରୁ ରାଜନୀତି ସରଗରମ

ଦିଗପହଣ୍ଡି ରେ ତ୍ରିମୁଖୀ ଲଢେଇ ହେବାକୁଯାଉଛି । ଏଠାରେ ବିଧାନସଭା ଆସନ ପାଇଁ ବିଜେଡି ତରଫରୁ ସୂଯ୍ୟ ନାରାୟଣ ପାତ୍ର ,ବିଜେପି ରୁ ପିଙ୍କି ପ୍ରଧାନ, କଂଗ୍ରେସ ର ପ୍ରଫୁଲ ପଣ୍ଡା ଏବଂ ପବିତ୍ର ତ୍ରିପାଠୀ. ଭଗବାନ ସାହୁ, ଉତମ ପାଣିଗ୍ରାହୀ ପ୍ରମୁଖ ପ୍ର।ଥିୀପତ୍ର ଦାଖଲ କରିଛନ୍ତି ।ଏହି ନିର୍ବାଚନ ରେ ତ୍ରି ମୁଖୀ ଲଢେଇ ହେବ ବୋଲି ଆଶା କରାଯାଉଛି । ଏହି ଠାରେ ପାତ୍ର ବାବୁ ଦୀର୍ଘ ୩୦ ବର୍ଷ ଏମ୍.ଏଲ.ଏ ଅଛନ୍ତି ।କିନ୍ତୁ ଶେଷ ଦୁଇ ବର୍ଷ ହେଲା ପ୍ରତ୍ୟେକ ଗ୍ରାମ ର ଲୋକମାନଙ୍କ ସେଠାକାର କୁଜି ନେତା ମାନଙ୍କ ଉପରେ ବିନ୍ତୁଷ୍ଟ। ମନଭାବ ଦେଖାଯାଇଛି କାରଣ ସବୁ କାମ ଅଧାରେ ଅଟିକିଯାଇଛି । କାଳିଆ ଯୋଜନା କିଛି ଲୋକଙ୍କୁ ମିଳିନାହିଁ । ଏହାର ଫାଇଦା ଅନ୍ୟ ଦଳ ମାନେ ନେଇପାରିବେ ।ସୁର‌୍ୟ୍ୟ ପାତ୍ର ସଙ୍ଘଠନ ବହୁତ ଭଲ ଅଛି ବିପନ ପ୍ରଧାନ ସରଥୀ ଭଳି କାମକରୁଛନ୍ତି । ପାତ୍ର ଙ୍କୁ ବିପ୍ଳବ ମାତ୍ରରେ ଜିତେଇବାପାଇଁ ଚେଷ୍ଟା କରିବେ ।କିନ୍ତୁ ବିଜେପି ର ଉତମ ପାଣିଗ୍ରାହୀଙ୍କ ସଙ୍ଘଠନ ଭଲ କରିଥିଲେ କିନ୍ତୁ ବିଜେପି ଅଣଦେଖା କରିବାରୁ ସେ ସ୍ୱାଧୀନ ରେ ପକାଇଛନ୍ତି । ଯଦି ବିଜେପି ସମାଧାନ କରି ଉତ୍ତମ ପାଣଗ୍ରାହି ପ୍ରତିହାର କରି ପିଙ୍କି ପ୍ରଧାନଙ୍କୁ ସହଯୋଗ କରନ୍ତି ତାହେଲେ ସେଠାରେ ପାତ୍ର ଓ ପ୍ରଧାନ ମଧ୍ୟରେ ଲାଡେଇ ହେବ ।ନହେଲେ ବିଜେଡି ଜିତିବ ଵୋଲି ଆଲୋଚନା ହେଉଛି । ପ୍ରଫୁଲ ପଣ୍ଡା ମଧ୍ୟ କିଛିଦିନ ହେଲା ସଙ୍ଘଠନ କରିଛନ୍ତି । ଏଠାରେ ପାତ୍ର , ପଣ୍ଡା. ଓ ପ୍ରଧାନ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ବୋଲି ସ୍ଥାନୀୟ ଲୋକମାନେ ଆଲୋଚନା କରୁଛନ୍ତି
ଅନନ୍ତ ରାମ ପ୍ରଧାନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ