ସାନୀଟାରି ସୋରୁମ ଉଦଘାଟିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ହରପାର୍ବତୀ ମନ୍ଦିର ନିକଟରେ ଆଜି ସାନୀଟାରି ସୋରୁମ ଉଦଘାଟିତ ହୋଇଯାଇଛି । ଅଞ୍ଚଳର ବରିଷ୍ଠ ନାଗରିକ ଗୋପିନାଥ ସାହୁ ଏଥିରେ ଅତିଥି ଭାବେ ଯୋଗଦେଇ ସୋରୁମ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମଚନ୍ଦ୍ର ସେନାପତି, ବୃନ୍ଦାବନ ଜେନା, ହୃଦାନନ୍ଦ ସାହୁ, ବଟକୃଷ୍ଣ ସାହୁ, ନଟବର ସାହୁ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ବିଶେଷ କରି ଏଠାରେ ଶେରା, ଜାଗୁଆର, ସୁପ୍ରିମ, ଓରିପ୍ଲାଷ୍ଟ କମ୍ପାନୀର ଘର ତିଆରି ଉପକରଣ ଉପଲବ୍ଧ ଥିବା ସୋରୁମର ଅଧିକୃତ ବିକ୍ରେତା ଅଶୋକ କୁମାର ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ