ବିଜେପିରେ ମିଶିଲେ ମେନେକା କିନ୍ନର
ରାଜ୍ୟରେ ବିଜୁ ଜନତା ଦଳର ଅହଂକାର ଦିନକୁ ଦିନ ବଢିଚାଲିବା ସହ କିନ୍ନର ମାନଙ୍କ ପ୍ରତି ଅବହେଳା କରି ଚାଲିଛିା ବିଜେଡି କୁ ରାଜ୍ୟରୁ ହଟାଇବା ଓ କିନ୍ନର ମାନଙ୍କୁ ମୁଖ୍ୟ ଶ୍ରୋତ ରେ ସାମିଲ କରିବା ପାଇଁ ବିଜେପି ଯେଉଁଭଳି ଭାବରେ ପଦକ୍ଷପେ ନେଇଛି ଓ ଅପରାଜିତା ସଡଙ୍ଗି ଙ୍କ କଠିନ ପରିଶ୍ରମ ଓ ନରେନ୍ଦ୍ର ମୋଦି ଙ୍କ ମୁଁ ଚୈ।କିଦାରରେ ଅନୁପ୍ର।ଣିତ ହୋଇ ଆଜି ଭାରତୀୟ ଜନତା ପାର୍ଟି ରେ ଶହ ଶହ କିନ୍ନର ମାନଙ୍କୁ ନେଇ ବିଜେପି ରେ ମିଶିବା ସହ ବାସିନ୍ଦା ପାଇଁ ଲଢେଇ ଜାରି ରହିବ ବୋଲି ମେନେକା କିନ୍ନର କହିଛନ୍ତିା


